୩ଲକ୍ଷ ନକଲି ନୋଟ ଜବତ

୩ଲକ୍ଷ ନକଲି ନୋଟ ଜବତ

୩ଲକ୍ଷ ନକଲି ନୋଟ ଜବତ
କୋରାପୁଟ : କୋରାପୁଟ ସୁନାବେଡ଼ା ବସଷ୍ଟାଣ୍ଡ ଅଂଚଳରୁ ପ୍ରାୟ ୩ ଲକ୍ଷ ୨୮ ହଜାର ୩ଶହ ଟଙ୍କା ନକଲି ନୋଟ ଜବତ କଲା ଏସଟିଏଫ । ଅନାମ ଖିଲୋ ନାମକ ଜଣେ ବ୍ୟକ୍ତି ଜାଲ ନୋଟର ବେଆଇନ୍ କାରବାର ଚଲାଉଥିବା ନେଇ ଏସଟିଏଫକୁ ବିଶ୍ୱସ୍ତ ସ୍ୱତ୍ରରୁ ଖବର ମିଳିବା ପରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଅନାମ ଠାରୁ ଜାଲ ନୋଟ ମିଳିବା ସହ ବିଭିନ୍ନ ପ୍ରକାର ମାରଣାସ୍ତ୍ର ମଧ୍ୟ ଜବତ କରିଛି ଏସଟିଏଫ ।