ଉତ୍ତର ପ୍ରଦେଶ ନିର୍ବାଚନ ଲାଗି ବିଜେପି ସଂକଳ୍ପପତ୍ର ଜାରି
ଉତ୍ତର ପ୍ରଦେଶ ନିର୍ବାଚନ ଲାଗି ବିଜେପି ସଂକଳ୍ପପତ୍ର ଜାରି
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନିର୍ବାଚନ ଜୋର ଧରିଛି। ଆଜି ବିଜେପି ପକ୍ଷରୁ ପାର୍ଟିର ସଂକଳ୍ପପତ୍ର ଜାରି କରାଯାଇଛି। ୬ ତାରିଖରେ ଏହା ଜାରି କରିବାର ଥିଲା। ମାତ୍ର ଭାରତ ରତ୍ନ ଲତା ମଙ୍ଗେସ୍କରଙ୍କ ପରଲୋକ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଗୃହମନ୍ତ୍ରୀ ଅମିତ ଶାହ ଏହି ସଂକଳ୍ପପତ୍ର ଜାରି କରିଛନ୍ତି।ଅମିତ ଶାହଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁରାଗ ଠାକୁର, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପାର୍ଟିର କ୍ୟାମ୍ପେନ୍ ଗୀତ ମଧ୍ୟ ଉନ୍ମୋଚନ କରାଯାଇଥିଲା।




admin 