ଆସନ୍ତୁ ଜାଣିବା ଟିକା ପଞ୍ଜୀକରଣ କରିବାର ସହଜ ଉପାୟ

ଆସନ୍ତୁ ଜାଣିବା ଟିକା ପଞ୍ଜୀକରଣ କରିବାର ସହଜ ଉପାୟ

ଆସନ୍ତୁ ଜାଣିବା ଟିକା ପଞ୍ଜୀକରଣ କରିବାର ସହଜ ଉପାୟ
ଆସନ୍ତା ମେ ୧ ରୁ ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଟିକା ନେବେ । ଏଥିପାଇଁ ଆସନ୍ତା ୨୮ ତାରିଖରୁ ପଞ୍ଜୀକରଣ ଆରମ୍ଭ ହେବ । ଟିକା ନେବା ପୂର୍ବରୁ ଏମିତି କରନ୍ତୁ ପଞ୍ଜୀକରଣ । ପ୍ରଥମେ କୋ-ୱିନ ପୋର୍ଟାଲ ...ରେ ଲଗଇନ କରନ୍ତୁ । ନିଜ ମୋବାଇଲ ନମ୍ବର ଦିଅନ୍ତୁ ଏହା ପରେ ଓଟିପି ଦେଇ ଆକାଉଣ୍ଟ ଖୋଲନ୍ତୁ ସିଧାସଳଖ ପଞ୍ଜୀକରଣ ପେଜକୁ ଯାଆନ୍ତୁ ନିଜ ନାମ, ବୟସ, ଲିଙ୍ଗ ଓ ଆଇଡି ଫ୍ରୁଫ ଫଟୋ ଦିଅନ୍ତୁ ରେଜିଷ୍ଟର ବଟନକୁ କ୍ଲିକ କରନ୍ତୁ ରେଜିଷ୍ଟର ବଟନକୁ କ୍ଲିକ କରନ୍ତୁ ରେଜିଷ୍ଟର ହେଲା ପରେ ଟିକା ପାଇଁ ଆକାଉଣ୍ଟ ଡିଟେଲସ ଆସିବ ଟିକା ନେବା ପାଇଁ ସିଡୁ୍ୟଲ ଆପଏଣ୍ଟମେଣ୍ଟରେ କ୍ଲିକ କରି ଟିକାକରଣ କେନ୍ଦ୍ର ବାଛନ୍ତୁ ଶେଷରେ ଟିକା ନେବାର ତାରିଖ ଆସିବ ଏହା ପରେ ବ୍ଲକ ବଟନକୁ କ୍ଲିକ କରନ୍ତୁ କନଫରମେସନ ମେସେଜ ମୋବାଇଲକୁ ଆସିବ ଜଣେ ବ୍ୟକ୍ତି ଗୋଟିଏ ମୋବାଇଲ ନମ୍ବରରେ ତିନି ଜଣଙ୍କ ପାଇଁ ପଞ୍ଜୀକରଣ କରିପାରିବେ । ଟିକା ନେବା ଦିନ ପରିଚୟପତ୍ର ସାଥୀରେ ନେଇ ଟିକାକରଣ କେନ୍ଦ୍ରକୁ ଯାଆନ୍ତୁ ।