ଆଦର୍ଶ ଶିକ୍ଷକ ଦାମୋଦର ପତିଙ୍କ ପରଲୋକ
ଆଦର୍ଶ ଶିକ୍ଷକ ଦାମୋଦର ପତିଙ୍କ ପରଲୋକ
କଟକ: କଟକ ସଦର ୪୨ ମୌଜା ଟାଇଁକଣା ଗ୍ରାମର ତଥା ଶଙ୍ଖତ୍ରାସ ହାଇସ୍କୁଲରେ ଦୀର୍ଘ ୩୯ ବର୍ଷ ଧରି ଶିକ୍ଷକତା କରିଥିବା ଆଦର୍ଶ ଶିକ୍ଷକ ଦାମୋଦର ପତିଙ୍କର ପରାଲୋକ ଘଟିଛଇ । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ପତ୍ନୀ, ତିନି ପୁଅ, ତିନି ବୋହୂ ଓ ସମସ୍ତ ନାତିନାତୁଣୀ ଉପସ୍ଥିତ ଥିଲେ । ନିଜ ଗ୍ରାମସ୍ଥିତ ଶ୍ମାଶାନରେ ତାଙ୍କର ଶେଷକୃତ ହୋଇଥିଲା । ଜୋଷ୍ଠ ପୁତ୍ର ଆୟକର ବିଭାଗର ଅବସରପ୍ରାପ୍ତ ମୁଖ୍ୟ ପ୍ରଧାନ ଆୟୁକ୍ତ ଚିତରଞ୍ଜନ ପତି ମୁଖାଗ୍ନି ଦେଇଥିଲେ ।




admin 