ଆଜି ବି ୭୦୦ ଟିକାକରଣ କେନ୍ଦ୍ର ବନ୍ଦ

ଆଜି ବି ୭୦୦ ଟିକାକରଣ କେନ୍ଦ୍ର ବନ୍ଦ

ଆଜି ବି ୭୦୦ ଟିକାକରଣ କେନ୍ଦ୍ର ବନ୍ଦ
ଭୁବନେଶ୍ୱର: ଟିକାକରଣ ନେଇ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହି ସୂଚନା ଦେଇଛନ୍ତି । ଶ୍ରୀ ପାଣିଗ୍ରାହି କହିଛନ୍ତି ଯେ, ରାଜ୍ୟକୁ ଆଜି ୨ ଲକ୍ଷ ୭୧ ହଜାର କୋଭିସିଲ୍ଡ ଟିକା ଆସୁଛି । ଆଜି ବି ୭୦୦ ଟକାକରଣ କେନ୍ଦ୍ର ବନ୍ଦ ରହିଛି , ୭୭୫ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ଭୁବନେଶ୍ୱରରେ ୮ଟି ସ୍ଥାନରେ ଟିକାକରଣ ଆରମ୍ଭ ହୋଇଛି । ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ, କୋରାପୁଟ, ଜିଲ୍ଲାରେ ଟିକା ଦିଆଯାଇଛି । ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଟିକାକରଣ ଚାଲୁ ରହିଛି ବୋଲି ବିଜୟ ପାଣିଗ୍ରାହି କହିଛନ୍ତି ।