ଆଜି ଅନ୍ତର୍ଜାତୀୟ କ୍ରୀତଦାସ ପ୍ରଥା ଉଚ୍ଛେଦ ଦିବସ

ଆଜି ଅନ୍ତର୍ଜାତୀୟ କ୍ରୀତଦାସ ପ୍ରଥା ଉଚ୍ଛେଦ ଦିବସ

ଆଜି ଅନ୍ତର୍ଜାତୀୟ କ୍ରୀତଦାସ ପ୍ରଥା ଉଚ୍ଛେଦ ଦିବସ


ପ୍ରତିବର୍ଷ ଡ଼ିସେମ୍ବର ୨ ତାରିଖରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ କ୍ରୀତଦାସ ପ୍ରଥା ଉଚ୍ଛେଦ ଦିବସ ପାଳିତ ହୁଏ । ୧୯୮୬ ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି । ଏବେ ମଧ୍ୟ ଏହି ଦାସ ପ୍ରଥା ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପାଟନ ହୋଇନାହିଁ । ମାନବ ଚାଲାଣ, ବଳପୂର୍ବକ ବିବାହ କରାଇବା ଆଦି ଆଧୁନିକ ରୂପରେ ଦାସତ୍ୱ ପ୍ରଥା ରହିଛି । ବିଶ୍ୱରେ ପ୍ରାୟ ଦେଢ଼ କୋଟି ମହିଳା ବଳପୂର୍ବକ ବିବାହ କରାଇବା ଆଦି ଆଧୁନିକ ରୂପରେ ଦାସତ୍ୱ ପ୍ରଥା ରହିଛି । ବିଶ୍ୱରେ ପ୍ରାୟ ଦେଢ଼ କୋଟି ମହିଳା ବଳପୂର୍ବକ ବିବାହ କରି ଯନ୍ତ୍ରଣା ପାଉଛନ୍ତି । ଶିଶୁ ଶ୍ରମିକଙ୍କ ସଂଖ୍ୟା ପୂର୍ବ ତୁଳନାରେ ବଢ଼ିବାରେ ଲାଗିଛି । ଏମିତି ବିଭିନ୍ନ ପ୍ରକାର ଦାସତ୍ୱ ପ୍ରଥା ଉଚ୍ଛେଦ କରିବା ହିଁ ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।