ଅନର କିଲିଂ ମାମଲାରେ ଆଜୀବନ

ଅନର କିଲିଂ ମାମଲାରେ ଆଜୀବନ

ଅନର କିଲିଂ ମାମଲାରେ ଆଜୀବନ
ବ୍ରହ୍ମପୁର: ଅନର କିଲିଂ ମାମଲାରେ ୩ ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡ । ୨ ଭାଇ ଓ ଜଣେ ସମ୍ପର୍କୀୟ ଭାଇଙ୍କୁ ଆଜୀବନ ସଜା ଶୁଣାଇଲେ ଏଡିଜେ-୨ । ଘଟଣାରୁ ଜଣାପଡୁଛି ଯେ ଗୋଳନ୍ଥରା ଥାନା ହଳଦିଆ ପଦରର ଏକ ଗ୍ୟାରେଜରେ ଘଟିଥିଲା ପ୍ରେମୀ-ଯୁଗଳଙ୍କର ହତ୍ୟାକାଣ୍ଡ । ୨୦୧୪ ମେ ୧୧ରେଏହି ପ୍ରେମୀ-ଯୁଗଳଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଛଥିଲା ।