ଅଙ୍ଗନୱାଡି କର୍ମୀ ଓ ସହାୟିକା ବହିଷ୍କୃତ

ଅଙ୍ଗନୱାଡି କର୍ମୀ ଓ ସହାୟିକା ବହିଷ୍କୃତ

ଅଙ୍ଗନୱାଡି କର୍ମୀ ଓ ସହାୟିକା ବହିଷ୍କୃତ
ସୁବର୍ଣ୍ଣପୁର: ଅଙ୍ଗନୱାଡି କେନ୍ଦ୍ରରେ ଗରମ ପାରି ପଡି ୩ ବର୍ଷର ଶିଶୁ ଗୁରୁତର ଘଟଣାରେ ଆଜି ପରଦାଫାର୍ସ ହୋଇଛି । ଏହିଥିରେ ସମ୍ପୃକ୍ତ ଥିବା କେନ୍ଦ୍ରର ଅଙ୍ଗନୱାଡୀ କର୍ମୀ ଓ ସହାୟିକାଙ୍କୁ ବହିଷ୍କୃତ କରାଯାଇଛି । ସୁପରଭାଇଜରଙ୍କୁ ମଧ୍ୟ ଜିଲା ପ୍ରଶାସନ ନିଲମ୍ବନ କରିଛି।ଘଟଣାରୁ ଜଣାପଡୁଛି ଯେ କିଛି ଦିନ ହେବ ଜଟିଆପାଲ୍ଲୀ ଅଙ୍ଗନୱାଡି କେନ୍ଦ୍ରରେ ଗରମ ପାଣି ପଡି ୩ ବର୍ଷ ଶିଶୁ ଗୁରୁତର ହୋଇଥିଲା । ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ କଟକ ଏସିବି ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା ।