ବାଘ ଆତଙ୍କରେ ଲୋକେ ଥରହର

ବାଘ ଆତଙ୍କରେ ଲୋକେ ଥରହର

ନୂଆପଡ଼ା : ନୂଆପଡାରେ ପୁଣି ବାଘ ଆତଙ୍କ । ଧରମବନ୍ଧା ବିଟ୍ ସିଲାରିବାହାରା ଗାଁ ପାଖ ଜଙ୍ଗଲରେ ମାତାଲ ହୋଇ ବୁଲୁଛି ବାଘ ।

ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ବନ ବିଭାଗ । ମାତାଲ ବାଘର ଭିଡିଓ କରୁଛନ୍ତି ସ୍ଥାନୀୟ ଲୋକେ । ଶନିବାର କଲମିଦାଦରରେ ଏକ ବାଛୁରୀକୁ ଖାଇଥିବା ବେଳେ ଆଜି ପାୱାରତଲା ଗାଁରେ ପୁଣି ଏକ ବାଛୁରୀକୁ ଖାଇଛି କଲରାପତରିଆ ବାଘ ।