ସି-ଫୁଡ କମ୍ପାନୀ ଉପରେ IT ରେଡ୍
ଭୁବନେଶ୍ୱର : ଜଣାଶୁଣା ସି-ଫୁଡ଼୍ କମ୍ପାନୀରେ ଆଇଟି ରେଡ଼୍ । ସି-ଫୁଡ କମ୍ପାନୀ ଉପରେ IT ରେଡ୍। ରାଜ୍ୟର ଏକ ବଡ଼ ସି ଫୁଡ୍ ଓ ଏହାର ଅନ୍ୟ ଗ୍ରୁପ୍ ଅଫ୍ କମ୍ପାନୀ ଉପରେ ଆୟକର ଚଢ଼ାଉ। ସକାଳ ୬ଟା ୩୦ରୁ ରେଡ୍ କରୁଛନ୍ତି ୨୦ଟି ଟିମ୍ । ଭୁବନେଶ୍ୱର ଓ ବାଲେଶ୍ୱରରେ ଅଫିସ ଓ ଘରେ ଚାଲିଛି ଚଢାଉ। ଟିକସ ଫାଙ୍କିବା ଅଭିଯୋଗରେ ଚାଲିଛି IT ରେଡ୍। କମ୍ପାନୀର ପ୍ରମୋଟର ମାନଙ୍କ ଘରେ ମଧ୍ୟ ରେଡ୍ ଚାଲିଥିବା ସୂଚନା ମିଳିଛି।




admin 