ହୃଦଘାତରେ ରୋଗୀମାନେ କ’ଣ ଖାଇବା ଆବଶ୍ୟକ ଜାଣନ୍ତୁ

ହୃଦଘାତରେ ରୋଗୀମାନେ କ’ଣ ଖାଇବା ଆବଶ୍ୟକ ଜାଣନ୍ତୁ

ହୃଦଘାତରେ ରୋଗୀମାନେ କ’ଣ ଖାଇବା ଆବଶ୍ୟକ । କ’ଣ ଖାଇଲେ ହୃଦୟ ସୁସ୍ଥ ରହିବ । ଆଉ କେଉଁ ଜିନିଷକୁ ଖାଇବାରୁ ଆପଣ ନିବୃତ ରହିବେ ।

ସୁସ୍ଥ ହୃଦୟ ପାଇଁ କ’ଣ ଖାଇବେ ?

– ଅଧିକ ତେଲ ଥିବା ଖାଦ୍ୟ ଖାଆନ୍ତୁ ନାହିଁ

– ଅଧିକ ଆମିଷ ନଖାଇଲେ ସ୍ୱାସ୍ଥ୍ୟ ପ୍ରତି ଭଲ

– ମଟନ, ଚିଙ୍ଗୁଡି ଓ କଙ୍କଡ଼ା ଖାଆନ୍ତୁ ନାହିଁ

– ପନିପରିବା ଓ ଫଳ ଉପରେ ଅଧିକ ନିର୍ଭର କରନ୍ତୁ

– ପ୍ରତ୍ୟେକ ଦିନ ପନିପରିବା ସହ ଗୋଟିଏ ଫଳ ଖାଇବା ଆବଶ୍ୟକ

– ଶରୀରରେ ଅଧିକ ଚର୍ବି ରହିବା ହୃଦ୍ରୋଗର ମୁଖ୍ୟ କାରଣ

– ତେଲ ଜାତୀୟ ଖାଦ୍ୟ ଶରୀରରେ ଅଧିକ ଚର୍ବି ବଢାଇଥାଏ

– ମିଠା ଜାତୀୟ ଖାଦ୍ୟ ମଧ୍ୟ ଅଧିକ ଖାଆନ୍ତୁ ନାହିଁ

– କମ୍ ଲୁଣ ଥିବା ଖାଦ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ