ଦହି ଖାଇଲେ କମିବ ଓଜନ
ଦହିରେ ଗୋଲମରିଚ ମିଶାଇ ଖାଇଲେ ଗଳା ଦରଜ ହୋଇନଥାଏ
ପ୍ରତିଦିନ ଏକ କପି ଦହି ଖାଇଲେ କ୍ୟାଲସିୟମ ବୃଦ୍ଧି ହୋଇଥାଏ
ଓଜନ କମ କରିବାକୁ ଚାହୁଁଥିଲେ ପ୍ରତିଦିନ ଦହି ଖାଆନ୍ତୁ
ଦହିରେ ପ୍ରୋବାୟୋଟିକ ଥିବାରୁ ଏହା କୋଲଷ୍ଟେରେଲ ସ୍ତରକୁ ନିୟନ୍ତ୍ରିତ କରିଥାଏ ।
ଖଟା ଫଳ ସହିତ ଦହି ଖାଆନ୍ତୁ ନାହିଁ । ତେଲ ଛଣା ସହିତ ଦହି ଖାଇଲେ ପେଟ ସମସ୍ୟା ଓ ବାନ୍ତି ହେବାର ଆଶଙ୍କା ରହିଥାଏ ।
ଖାଇବାର କିଛି ସମୟ ପୂର୍ବରୁ ଦହିକୁ ଫ୍ରିଜରୁ ବାହାର କରି ଆଣନ୍ତୁ ।




admin 