ଚଉଷଠି ଯୋଗିନୀ ଙ୍କ ରହସ୍ୟ
ଦେବୀ ଦୁର୍ଗାଙ୍କଠାରୁ ସୃଷ୍ଟି ହୋଇଥିଲେ ଅଷ୍ଟଦୁର୍ଗା; ଦୁର୍ଗା, ଉଗ୍ରତାରା, ଉଗ୍ରଚଣ୍ଡୀ, କୌଶିକୀ, କାଳୀ, ଭଦ୍ରକାଳୀ, ଶିବଦୂତୀ ଓ ଚଣ୍ଡିକା । ସେହି ପ୍ରତ୍ୟେକ ଅଷ୍ଟଶକ୍ତିଙ୍କଠାରୁ ଅଷ୍ଟଦେବୀ ଜନ୍ମିଥିଲେ । ଦୁର୍ଗାଙ୍କଠାରୁ ସୃଷ୍ଟିହେଲେ ଜୟା, ବିଜୟା, ମାତଙ୍ଗୀ, ଲଳିତା, ନାରାୟଣୀ, ସାବିତ୍ରୀ, ସ୍ୱାଧା ଓ ସ୍ୱାହା ; ଉଗ୍ରତାରାଙ୍କଠାରୁ ମହାକାଳୀ, ରୁଦ୍ରାଣୀ, ଉଗ୍ରା, ଭୀମା, ଘୋରା, ଭ୍ରମର, ମହାରାତ୍ରି ଓ ସପ୍ତମୀ ; ଉଗ୍ରଚଣ୍ଡୀଙ୍କଠାରୁ ଶିବଦୂତୀ, ଉମା, କୌଶିକୀ, ଦୁର୍ଗା, ଶାକମ୍ବରୀ, ହୈମବତୀଶ୍ୱରୀ, ଅଷ୍ଟମୀ ଓ ମହୋଦରୀ; କୌଶିକୀଙ୍କଠାରୁ ବ୍ରାହ୍ମଣୀ, ମାହେଶ୍ୱରୀ, କୌମାରୀ, ବରାହୀ, ବୈଷ୍ଣବୀ, ପଂଚମୀ, ନାରସିଂହୀ ଓ ଐନ୍ଦ୍ରୀ; କାଳୀଙ୍କଠାରୁ ତ୍ରିପୁରା, ଭଣୋ, ଚଣ୍ଡୀ, କର୍ମୀ, ହନ୍ତୀ, କରାଳୀ, ବିଦାୟିନୀ, ଶ୍ୱଳିନୀ; ଭଦ୍ରକାଳୀଙ୍କଠାରୁ ଜୟନ୍ତୀ, ମଙ୍ଗଳା, କାଳୀ, କପାଳିନୀ, ଦୁର୍ଗା, ଶିବା, କ୍ଷମା ଓ ଧାର୍ମୀ ; ଶିବଦୂତିଙ୍କଠାରୁ କ୍ଷମଙ୍କରୀ, ଶାନତା, ବେଦମାତା, ମହୋଦରୀ, କରାଳୀ ଆଦି ଅଷ୍ଟଦେବୀ ଏବଂ ଚଣ୍ଡୀକାଙ୍କଠାରୁ ଉଗ୍ରଚଣ୍ଡୀ, ପ୍ରଚଣ୍ଡା, ଚଣ୍ଡୀଗ୍ରୀ, ଚଣ୍ଡନାୟିକା, ଚଣ୍ଡା, ଚଣ୍ଡବତୀ, ଗମୁଣ୍ଡା ଓ ଚଣ୍ଡୀକା ସୃଷ୍ଟି ହେଲେ । ଅଷ୍ଟଦଳ ପଦ୍ମରେ ଚଉଷଠିଯୋଗିନୀଙ୍କୁ ପୂଜା କଲେ ସର୍ବସିଦ୍ଧି ଲାଭ ହୁଏ ।




admin 