ଲିଚୁ କୋଳି ଖାଇବାର କଣ ଫାଇଦା?

ଲିଚୁ କୋଳି ଖାଇବାର କଣ ଫାଇଦା?

ଲିଚୁକୋଳି ଖାଇବାକୁ ଅନେକ ପସନ୍ଦ କରନ୍ତି । ଲିଚୁ କୋଳି ପାଟିକୁ ଯେତିକି ସ୍ୱାଦିଷ୍ଟ ଶରୀର ପାଇଁ ମଧ୍ୟ ଠିକ୍‌ ସେତିକି ଉପକାରୀ । ଏଥିରେ ରହିଛି ଆଣ୍ଟିଅକ୍ସିଡେଣ୍ଟସ୍‌ ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ଲିଚୁକୋଳି ଖାଇବା ଅଭ୍ୟାସ କରନ୍ତୁ କାରଶ ଏହା ଆପଣଙ୍କୁ ପାଜନ ଜନିତ ସମସ୍ୟାରୁ ରକ୍ଷା କରିପାରିବ । ଏହି ଲିଚିରେ ରହିଛଇ ପ୍ରଚୁର ପରିମାଣର ଭିଟାମିନ୍‌ ସି ।ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ସୁସ୍ଥ ତ୍ୱଚା ସହ ଓଜନ ମଧ୍ୟ ନିୟନ୍ତ୍ରଣ କରିଥାଏ ଏହି ଲିଚୁକୋଳି । ଖାଲି ସେତିକି ନୁହେଁ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ ।