କୋଣାର୍କ ମନ୍ଦିର କେଉଁ ପଥରରେ ତିଆରି?

କୋଣାର୍କ ମନ୍ଦିର କେଉଁ ପଥରରେ ତିଆରି?

କୋଣାର୍କ ମନ୍ଦିର ନିର୍ମାଣରେ ବ୍ୟବହାର କରାଯାଇଛି ମୁଖ୍ୟତଃ ତିନିପ୍ରକାରର ପଥର ।

ବିଗ୍ରହ ଗଠନରେ,ଦେବ ସିଂହାସନରେ ଓ ଦୁଆର ବନ୍ଧରେ ମୁଗୁନି ପଥର ବା କ୍ଲୋରାଇଟ ଶିଳା ବ୍ୟବହୃତ । ଏହାର ବେଦୀତଳେ,ସୋପାନଶ୍ରେଣୀରେ ଓ କାନ୍ଥର କିଛି ଅଂଶ ଲାଟେରାଇଟ ଶିଳାରେ ତିଆରି ହୋଇଥିବା ବେଳେ ବାକି ଜାଗାରେ ଉପଯୋଗ କରାଯାଇଛି କୋଣ୍ଡାଲାଇଟ ଶିଳା । ଏହାଛଡ଼ା ଏହି କୋଣାର୍କ ମନ୍ଦିରଟି ବୈଜ୍ଞାନିକ ପ୍ରଣାଳୀରେ ସଶକ୍ତ କରାଯାଇଥିବା ଅକ୍ସିଡାଇଜଡ ଫେରୁଜିନସ ସ୍ୟାଣ୍ଡଷ୍ଟୋନ ଦ୍ୱାରା ନିର୍ମିତ।