ଜାଣନ୍ତୁ କଣ କଳରାର ଉପକାରିତା

ଜାଣନ୍ତୁ କଣ କଳରାର ଉପକାରିତା

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ କଲରା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।  

ପ୍ରତିଦିନ କଲରା ଖାଇବା ଆଖି ପାଇଁ ମଧ୍ୟ ମହୌଷଧି ସଦୃଶ କାମ କରେ । 

ଏଥରେ ଭିଟାମିନ୍‌ ‘ଏ’ ମଧ୍ୟ ରହିଛି । ଏହା ଶରୀରରେ ଚର୍ମ ଗଠନ କରିଥାଏ ।

ହାର୍ଟ ପାଇଁ ବେଶ୍‌ ଉପକାରୀ ହେଉଛି କଲରା । ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ ସନ୍ତୁଳିତ ରହିଥାଏ ।

କଲରାରେ କ୍ୟାଲୋରୀ, ଫ୍ୟାଟ୍‌ ଏବଂ କାର୍ବୋହାଇଡ୍ରେଟ୍‌ ମଧ୍ୟ ରହିଛି, ଯାହା ଶରୀରର ଓଜନକୁ ସନ୍ତୁଳିତ ରଖେ ।

ଏହା ଲିଭରରୁ ବାଇଲ୍‌ ଏସିଡ୍‌ କ୍ଷରଣ କରିବାରେ ସାହାଯ୍ୟ କରିଥାଏ ।

ଏହାକୁ ନିୟମିତ ଖାଇଲେ ଶରୀରରେ ଆଲର୍ଜି ହୁଏନାହିଁ ।

କଲରା କ୍ଷତ ସ୍ଥାନକୁ ଶୀଘ୍ର ପୂରଣ କରିବା ସହ ରକ୍ତ ପରିଷ୍କାର କରେ ଓ ଖାଦ୍ୟ ହଜମରେ ବି ସାହାଯ୍ୟ କରେ ।