ଶ୍ରୀ ଜଗନ୍ନାଥଙ୍କ ବିଷୟରେ ରହସ୍ୟମୟ କଥା

ଶ୍ରୀ ଜଗନ୍ନାଥଙ୍କ ବିଷୟରେ ରହସ୍ୟମୟ କଥା

ଶ୍ରୀଜଗନ୍ନାଥଙ୍କ ମନ୍ଦିର ଧ୍ୱଜ ସବୁବେଳେ ପବନର ବିପରୀତ ଦିଗରେ ହିଁ ଉଡୁଥାଏ ।  

ଦିନର କୌଣସି ସମୟରେ ମଧ୍ୟ ଶ୍ରୀମନ୍ଦିରର ଚୂଡ଼ା ଗମ୍ବୁଜର ଛାଇ ତଳେ ପଡେ଼ନାହିଁ । 

ଶ୍ରୀକ୍ଷେତ୍ରର ଯେକୌଣସି ସ୍ଥାନରେ ଠିଆ ହୋଇ ଆପଣ ଦେଉଳ ଶୀର୍ଷରେ ଲାଗିଥିବା ସୁଦର୍ଶନ ଚକ୍ରକୁ ଦେଖିଲେ ଏହା ଆପଣଙ୍କ ଆଗରେ ଥିବାଭଳି ଲାଗିବ । 

ଦିନରେ ସବୁବେଳେ ସମୁଦ୍ର ଆଡୁ ସ୍ଥଳଭାଗକୁ ପବନ ବହେ । କିନ୍ତୁ ସୂର୍ଯ୍ୟ ବୁଡ଼ିବା ସଙ୍ଗେସଙ୍ଗେ, ପବନର ଦିଗ ବଦଳିଯାଏ । ସନ୍ଧ୍ୟା ପରେ ସ୍ଥଳଭାଗରୁ ସମୁଦ୍ର ଆଡେ଼ ହିଁ ପବନ ବହେ ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ପକ୍ଷୀ ମଧ୍ୟ ଉଡନ୍ତି ନାହିଁ । 

ଶ୍ରୀଜଗନ୍ନାଥଙ୍କ ରୋଷଶାଳ ହେଉଛି ବିଶ୍ୱର ସବୁଠୁ ବଡ଼ ରୋଷେଇଘର । ଏଠାରେ ୫ ଶହ ରୋଷେୟା, ୩୦୦ ସହଯୋଗୀ ଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତ କରନ୍ତି ।

 ମନ୍ଦିର ଭିତରେ ସମୁଦ୍ରର ଗର୍ଜନ ଶୁଣାଯାଏ ନାହିଁ ।