ଇଣ୍ଡିଆର ଆବାହକ ହେବେ ନୀତୀଶ!

ଇଣ୍ଡିଆର ଆବାହକ ହେବେ ନୀତୀଶ!

ନୂଆଦିଲ୍ଲୀ: ୨୦୨୪ରେ ଏନ୍‌ଡିଏକୁ ଟକ୍କର ଦେବ ଇଣ୍ଡିଆ। ବିହାର ମୁଖ୍ୟମମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର ବିଜେପି  ବିରୋଧୀ ୨୬ ରାଜନୈତିକ ଦଳକୁ ନେଇ ଗଠିତ ଇଣ୍ଡିଆ ମେଣ୍ଟରେ ୧୧ଇଣ୍ଡିଆ ସମନ୍ୱୟ  କମିଟିର ଆବାହକ ହେବାର ସମ୍ଭାବନା ରହିଛି ସେହି ଭଳି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ମେଣ୍ଟର ଅଧ୍ୟକ୍ଷ ହୋଇପାରନ୍ତି  ଆସନ୍ତା ଅଗଷ୍ଟ ୩୧ ସେପ୍ଟେମ୍ବର ତାରିଖରେ  ମୁମ୍ବାଇରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ବୈଠକରେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି  ନିଆଯିବ  ଏଥିସହ  ଉକ୍ତ ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ  ରଣନୀତି ପ୍ରସ୍ତୁତ ହେବ

କେବଳ ମୁମ୍ବାଇ ବୈଠକରେ ଔପଚାରିକ  ଘୋଷଣା କରାଯିବ ସେହିପରି ସୋନିଆ ସମମ୍ବୟ କମିଟିର ନେତୃତ୍ୱ ନେବା ପାଇଁ କଂଗ୍ରେସ ନେତା ଚାହାନ୍ତି ପୂର୍ବର ସେ ୟୁପିଏ ମେଣ୍ଟର  ଅଧ୍ୟକ୍ଷ ଥିଲେ