ଏକ୍ସକ୍ଲୁସିଭ କୋର୍ଟ ଖୋଲିବା ପାଇଁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ

ଏକ୍ସକ୍ଲୁସିଭ କୋର୍ଟ ଖୋଲିବା ପାଇଁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ

ଏକ୍ସକ୍ଲୁସିଭ କୋର୍ଟ ଖୋଲିବା ପାଇଁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ
ନୂଆଦିଲ୍ଲୀ: ଶିଶୁ ଯୌନ ନିର୍ଯାତନା ମାମଲାର ତ୍ୱରିତ ବିଚାର ପାଇଁ ସୁପ୍ରମିକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ତ୍ୱରିତ ବିଚାର ପାଇଁ ପ୍ରତି ଜିଲ୍ଲାରେ ଏକ୍ସକ୍ଲୁସିଭ କୋର୍ଟ ଖୋଲିବା ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଯେଉଁଠି ଏମିତି ଶହେରୁ ଅଧିକ ମାମଲା ପଡ଼ିରହିଛି ସେଠାରେ ଏକ୍ସକ୍ଲୁସିଭ କୋର୍ଟ ଖୋଲିବାକୁ ସୁପ୍ରମିକୋର୍ଟ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ୬୦ ଦିନରେ କୋର୍ଟ କାମ ସାରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।