ଦୀର୍ଘ ସମୟ ଧୂମପାନ ସ୍ୱାସ୍ଥ୍ୟପାଇଁ ହାନିକାରକ

ଦୀର୍ଘ ସମୟ ଧୂମପାନ ସ୍ୱାସ୍ଥ୍ୟପାଇଁ ହାନିକାରକ

 ଦୀର୍ଘ ସମୟ ଧୂମପାନ ସ୍ୱାସ୍ଥ୍ୟପାଇଁ ହାନିକାରକ
ଦୀର୍ଘ ସମୟ ଧୂମପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସଦ୍ୟ ପ୍ରକାଶିତ ଏକ ରିର୍ପୋଟରୁ ଜଣାପଡିଛି । ରିର୍ପୋଟ ଅନୁସାରେ, ଅଧିକ ସମୟ ପର୍ଯ୍ୟନ୍ତ ଧୂମପାନ କଲେ ଫୁସଫୁସ କ୍ଷେତି ହେବା ସହ ମୁଖ୍ୟ କର୍କଟ ହେବାର ସମ୍ଭାବନା ଆଣିଥାଏ । ହାଭାର୍ଡ ସ୍କୁଲ ଅଫ ପବ୍ଳିକ ହେଲଥର ବରିଷ୍ଠ ବୈଜ୍ଞାନିକ, ଏମ.ଡି କନଷ୍ଟାଟାଇନ ଭରଡାଭାସ ପ୍ରକାଶ କରିଛନ୍ତି ନିୟମିତ ଧୂମପାନ କରୁଥିବା ବ୍ୟକ୍ତି, ସବୁଠୁ ଲମ୍ବା ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କ ଅପେକ୍ଷା ସମୟ ପର୍ଯ୍ୟନ୍ତ ଧୂମପାନ କରୁଥିବା ବ୍ୟକ୍ତି,ସବୁଠୁ ଲମ୍ବା ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ସମୟ ପର୍ଯ୍ୟନ୍ତ ଧୂମପାନ କରୁଥିବା ବ୍ୟକ୍ତି ଏଥିରେ ଅଧିକ କ୍ଷେତିଗ୍ରସ୍ତ ହୋଇଥାନ୍ତି । ଏ ନେଇ କରାଯାଇଥିବା ସର୍ଭେରେ ୩,୬୯୯ ଜଣ ଭାଗ ନେଇଥିଲେ । ନିୟମିତ ଧୂମପାନ , ଲମ୍ବା ସିଗାରେଟ ଟାଣୁଥିବା ବ୍ୟକ୍ତି ଏବଂ ଅଧିକ ସମୟ ଧୂମପାନ କରୁଥିବା ବ୍ୟକ୍ତି ସେମାନଙ୍କ ଭିତରେ ଅନ୍ତଭୁର୍କ୍ତ ଥିଲେ । ଧୂମପାନ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୫,୩ ଲମ୍ବା ସିଗାରେଟ ଟାଣୁଥିବା ବେଳେ ୩୧.୫ ପ୍ରତିଶତ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଧୂମପାନ କରିଥାନ୍ତି ଏବଂ ୧୫.୪ ପ୍ରତିଶତ ବ୍ୟକ୍ତି ନିୟମିତ ଭାବେ ଧୂମପାନ କରିଥାନ୍ତି । ତେଣୁ ସିଗାରେଟ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ , ତାହା ସହଜରେ ଅନୁମେୟ ।