ଗଛରେ ଝୁଲୁଛି ଯୁବକ ଯୁବତୀଙ୍କ ମୃତଦେହ

ଗଛରେ ଝୁଲୁଛି ଯୁବକ ଯୁବତୀଙ୍କ ମୃତଦେହ

 ଗଛରେ ଝୁଲୁଛି ଯୁବକ ଯୁବତୀଙ୍କ ମୃତଦେହ
ପିପିଲି: ପିପିଲି ସତ୍ୟବାଦୀରେ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏକ ଗଛରେ ଯୁବକ ଯୁବତୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ଅଳଗୁମ ପଞ୍ଚାୟତ ଅନ୍ତର୍ଗତ ଜିପୁର ପ୍ରଧାନସାହି ପାଖ ଏକ ଜାମୁ ଗଛରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ଉଭୟ ମୃତକ ପ୍ରଧାନସାହିର ବୋଲି ଜଣାଯାଇଛି । ତେବେ ଏହା ହତ୍ୟା ନା ପ୍ରେମଜନିତ ଆତ୍ମହତ୍ୟା ସେ ନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ । ଏନେଇ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି ।