କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ

କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ

 କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ
କଟକ: କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଛି । ଶିଶୁଭବନରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି । ନିଆଁ ଲାଗିବାର ତତକ୍ଷଣାତ୍ ନିଆଁକୁ ଆୟତ କରାଯାଇଛି । ଅଗ୍ନିକାଣ୍ଡାରେ କୌଣସି କ୍ଷ୍ୟତି ହୋଇନଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି । ଶିଶୁଭବନର କିଛି ବିଦୁ୍ୟତ ତାର ଜଳିଯାଇଥିବା ସୂଚନା ମିଳିଛି । ସାମୟିକ ଭାବେ ଡାକ୍ତରଖାନାର ବିଦୁ୍ୟତ ସେବା ବିଚ୍ଛିନ୍ନ ହୋଇଛି ।