୮୫ ଟଙ୍କା ଟପିଲା ପେଟ୍ରୋଲ

୮୫ ଟଙ୍କା ଟପିଲା ପେଟ୍ରୋଲ

 ୮୫ ଟଙ୍କା ଟପିଲା ପେଟ୍ରୋଲ
ଭୁବନେଶ୍ୱର: ଦିନକୁ ଦିନ ପେଟ୍ରୋଲ ଦରଦାମ ଘୁ ଘୁ ହୋଇ ବଢିବାକୁ ଲାଗିଛି । ରାଜ୍ୟରେ ପେଟ୍ରୋଲ ଦାମ ସର୍ବକାଳୀନ ରେକର୍ଡ କରିଛି । ପେଟ୍ରୋଲ ଦାମ ୮୫ ଟଙ୍କା ଟପିଗଲା । ଆଜି ରାଜ୍ୟରେ ଲିଟର ପିଛା ୨୫ ପଇସା ବଢି ୮୫ ଟଙ୍କା ୦୯ ପଇସାରେ ପହଂଚିଲା । ଡିଜେଲ ୨୭ ପଇସା ବଢି ୮୧ ଟଙ୍କା ୨୯ ପଇସାରେ ପହଂଚିଲା । ଉକ୍ରଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।