ରାଷ୍ଟ୍ରପତି ପଦକ ଘୋଷଣା

ରାଷ୍ଟ୍ରପତି ପଦକ ଘୋଷଣା

 ରାଷ୍ଟ୍ରପତି ପଦକ ଘୋଷଣା
ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କେଉଁ ପୁଲିସ ଅଧିକାରୀମାନଙ୍କୁ ରାଷ୍ଟ୍ରପତି ପଦକ ମିଳିବ ସେନେଇ ଘୋଷଣା କରାଯାଇଛି । ନିମ୍ନରେ ଅଧିକାରୀମାନଙ୍କ ନାମ ପ୍ରକାଶ କରାଗଲା । ୧. ସାଜି କୁମାର ଜେ : କେରଳ ୨. ଏମଭି ଥୋମାସ : କେରଳ ୩. ଗୋପାଳ ପ୍ରସାଦ ତାମରାକର : ମଧ୍ୟପ୍ରଦେଶ ୪. ରମେଶ ଚନ୍ଦ୍ର ଆର୍ଯ୍ୟ : ମଧ୍ୟପ୍ରଦେଶ ୫. ମହାବୀର ସିଂହ ରାୱତ : ମଧ୍ୟପ୍ରଦେଶ ୬. ସୁଜାତା ଦାସ : ଓଡ଼ିଶା ୭. ଦେବରାଜ ପ୍ରଧାନ : ଓଡ଼ିଶା ୮. ମହେଶ୍ୱର ବେହେରା : ଓଡ଼ିଶା ୯. ଅରବିନ୍ଦ କୁମାର ସିଂହ : ଉତରପ୍ରଦେଶ ୧୦. ମହମ୍ମଦ ଆକ୍ରାମ ଖାନ : ଉତରପ୍ରଦେଶ ୧୧. ବେଦ ପ୍ରକାଶ : ଦିଲ୍ଳୀ ୧୨. ଶିବାଲୀ ରାମ ମୀନା : ଦିଲ୍ଲୀ