ଆଉ ୯୧ କରୋନା ଆକ୍ରାନ୍ତ ସୁସ୍ଥ

ଆଉ ୯୧ କରୋନା ଆକ୍ରାନ୍ତ ସୁସ୍ଥ

 ଆଉ ୯୧ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୯୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୬୬୦ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସମ୍ବଲପୁରରେ ୧୪, ସୁନ୍ଦରଗଡ଼ରେ ୧୩, ବାଲେଶ୍ୱରରେ ୧୨, ଖୋର୍ଦ୍ଧାରେ ୧୧, ଭଦ୍ରକରେ ୯, ଯାଜପୁରରେ ୫, ଝାରସୁଗୁଡାରେ ୪, ରାୟଗଡାରେ ୪, କେନ୍ଦୁଝରରେ ୩, ମୟୂରଭଞ୍ଜରେ ୩, ପୁରୀରେ ୩, ଦେବଗଡରେ ୨, ଅନୁଗୁଳରେ ୧, ବଲାଙ୍ଗୀରରେ ୧, ବୌଦ୍ଧରେ ୧, କଟକରେ ୧, କଳାହାଣ୍ଡିରେ ୧, ସୋନପୁରରେ ୧ ଓ ରାଜ୍ୟ ପୁଲରେ ୨ ଜଣ ସୁସ୍ଥ ହୋଇଛନ୍ତି ।