୭୨ ଘଣ୍ଟା ପାଇଁ ରାୟଗଡା ସଟ୍ଡାଉନ୍

୭୨ ଘଣ୍ଟା ପାଇଁ ରାୟଗଡା ସଟ୍ଡାଉନ୍

୭୨ ଘଣ୍ଟା ପାଇଁ ରାୟଗଡା ସଟ୍ଡାଉନ୍
ଭୁବନେଶ୍ୱର : ଆସନ୍ତା ୭୨ ଘଣ୍ଟା ପାଇଁ ରାୟଗଡା ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନାର ବର୍ଦ୍ଧିତ ପ୍ରକୋପ କାରଣରୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ୪୮ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଜରୁରୀକାଳୀନ ବିଭାଗ ବ୍ୟତୀତ ଅନ୍ୟ ସମସ୍ତ ବିଭାଗ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।