୪ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ

୪ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ

୪ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ
ସମ୍ବଲପୁର - ୪ ଜଣ ଆନ୍ତଃରାଜ୍ୟ ଏଟିଏମ ଲୁଟେରାଙ୍କୁ ସମ୍ବଲପୁର ପୁଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୨ ଜଣ ସମ୍ବଲପୁର ଅଞ୍ଚଳରେ ହୋଇଥିବାବେଳେ ଆଉ ୨ଜଣ ବିହାର ଅଞ୍ଚଳର ବୋଲି ଜଣାଯାଇଛି । ତେବେ ମାଷ୍ଟରମାଇଣ୍ଡ ସମେତ ଆଉ ୨ ଜଣଙ୍କୁ ପୁଲିସ ଖୋଜୁଛି । ଅନ୍ୟପକ୍ଷରେ ଗିରଫ ଲୁଟେରାଙ୍କ ଠାରୁ ୧.୪୬ ଲକ୍ଷ ଟଙ୍କା, ଏଟିଏମ ସ୍କିମର, କାର୍ଡ ରିଡର ଓ ୩୪ଟି ଏଟିଏମ କାର୍ଡ ଜବତ କରାଯାଇଛି ।