୧୪ଟି ହସ୍ପିଟାଲ ଓ ସପିଂ ମଲକୁ ନୋଟିସ

୧୪ଟି ହସ୍ପିଟାଲ ଓ ସପିଂ ମଲକୁ ନୋଟିସ

୧୪ଟି ହସ୍ପିଟାଲ ଓ ସପିଂ ମଲକୁ ନୋଟିସ
ଭୁବନେଶ୍ୱର: ୧୪ଟି ହସ୍ପିଟାଲ ଓ ସପିଂ ମଲକୁ ବିଡିଏ ପକ୍ଷରୁ ନୋଟିସ ଜାରି କରାଯାଇଛି । ବିଜ୍ଞପ୍ତି ପରେ ବି ବେଆଇନ ପାର୍କିଂ ଫି’ ଆଦାୟ ଅଭିଯୋଗରେ ଏହି ନୋଟିସ ଜାରି କରାଯାଇଛି । ନିର୍ଦ୍ଧାରତି ପାର୍କିଂ ଏରିଆକୁ ଖାଲି ରଖିବାକୁ ନୋଟିସରେ ନିଦେ୍ର୍ଧଶ ଦିଆଯାଇଛି । ପାର୍କିଂ ଏରିଆକୁ ଅନ୍ୟ କାମରେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ।