ସେନା ଗୁଳିରେ ଆତଙ୍କୀ ହିଜବୁଲ କମାଣ୍ଡର ନିହତ

ସେନା ଗୁଳିରେ ଆତଙ୍କୀ ହିଜବୁଲ କମାଣ୍ଡର ନିହତ

ସେନା ଗୁଳିରେ ଆତଙ୍କୀ ହିଜବୁଲ କମାଣ୍ଡର ନିହତ
ଶ୍ରୀନଗର - ସେନା ଗୁଳିରେ ହିଜବୁଲ ମୁଜାହିଦ୍ଧିନ ଆତଙ୍କୀ ନିହତ ହୋଇଥିବା ଜଣାଯାଇଛି । ହିଜବୁଲ ମୁଜାହିଦ୍ଧିନ ଡିଷ୍ଟ୍ରିକ କମାଣ୍ଡର ହାରୁନ ହାଫାଜ ନିହତ ହୋଇଛି । ଡୋଡାରେ ଏନକାଉଣ୍ଟରରେ ହାଫାତ ନିହତ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି ।