ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡ ଦେଲେ ସୁପ୍ରିମକୋର୍ଟ

ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡ ଦେଲେ ସୁପ୍ରିମକୋର୍ଟ

ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବଡ଼ ଝଟକା।  ନବଜୋତ ସିଂ ସିଦ୍ଧୁଙ୍କୁ ସୁପ୍ରିମ କୋର୍ଟ ୧ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୮୮ର ଏକ ମାମଲାରେ ସର୍ବୋଚ୍ଚ୍ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । 

ନବଜୋତ ସିଂ ସିନ୍ଧୁଙ୍କୁ ଏକ ବଡ଼ ଝଟକା ଦେଇ ସୁପ୍ରିମକୋର୍ଟ  ୧୯୮୮ ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କ୍ରିକେଟରରୁ ରାଜନେତା ହୋଇଥିବା ସିଦ୍ଧୁଙ୍କ ସହ ଝଗଡା ସମୟରେ ନିହତ ହୋଇଥିବା ମୃତକଙ୍କ ପରିବାର ଦ୍ୱାରା ଦାଖଲ ହୋଇଥିବା ସମୀକ୍ଷା ଆବେଦନକୁ ସର୍ବୋଚ୍ଚ ଅଦାଲତ ଅନୁମତି ଦେଇଛନ୍ତି ।