ସାଇବର ଠକଙ୍କ ଜାଲରେ ନବ ଦାସଙ୍କ ଝିଅ ଦୀପାଳି
ସମ୍ୱଲପୁର: ଦୀପାଳି ଦାସଙ୍କ ଆକାଉଣ୍ଟରୁ ଖାଲି ହେଲା ଦେଢ଼ ଲକ୍ଷ ଟଙ୍କା। ଏନେଇ ସମ୍ୱଲପୁର ଅଇଁଠାପାଲି ଥାନାରେ ଅଭିଯୋଗ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଝିଅ କରିଛନ୍ତି ଦିପାଳି। ତାଙ୍କ ଆଇସି ଆଇସି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟଙ୍କା ଗାଏବ୍ ହୋଇଥିବା ଜଣାପଡ଼ିଛି। ପ୍ରଥମେ ଏକ ଲକ୍ଷ ଟଙ୍କା ଓ ପରେ ୫୦ ହଜାର ଟଙ୍କା ଡେବିଟ୍ ହୋଇଥିଲା। ମାର୍ଚ୍ଚ ୬ରେ ଏପରି ସାଇବର ଅପରାଧ ଘଟିଥିବା ଜଣାପଡ଼ିଛି।




admin 