ଶିଶୁ ଯତ୍ନ କେନ୍ଦ୍ରରେ ଆଖିବୁଜା ଗୁଳିମାଡ
ଶିଶୁ ଯତ୍ନ କେନ୍ଦ୍ରରେ ଆଖିବୁଜା ଗୁଳିମାଡ
ଥାଇଲାଣ୍ଡ : ଶିଶୁ ଯତ୍ନ କେନ୍ଦ୍ରରେ ଆଖିବୁଜା ଗୁଳିମାଡ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେକିବାକୁ ମିଳିଛି ଥାଇଲାଣ୍ଡର ଉତ୍ତରପୂର୍ବାଞ୍ଚଳ ପ୍ରେଭେିନ୍ସରେ । ଦୁର୍ବୃତ୍ତ ଜଣକ ହଠାତ୍ ଘଟଣା ସ୍ଥଳକୁ ଆସି ଆଖିବୁଜା ଗୁଳିବର୍ଷଣ କରିଥିଲା । ଏହାପରେ ଦୁର୍ବୃତ୍ତଜଣଙ୍କ ଫେରାର ହୋଇଯାଇଛି । ତେବେ ସେ କେଉଁ କାରଣ ପାଇଁ ଏପରି କଲା, ତାହା ଜଣାପଡି ନାହିଁ । ଗୁଳିମାଡ କରିଥିବା ଦୁର୍ବୃତ୍ତ ଜଣଙ୍କ ପୂର୍ବତନ ପୋଲିସ୍ ଅଧୀକାରୀ ହୋଇଥିବା ସୂଚନା ମିଳିଛି ।
ଗୁଳିମାଡରେ ୩୧ଜଣ ପ୍ରାଣ ହରାଇଥିବା ପ୍ରାଥମିକ ସୂଚନା ମିଳିଛି । ଅଧିକାଂଶ ଶିଶୁ ମୃତ୍ୟୁବରଣ କରିଥିବା ଜଣାପଡିଛି ।




admin 