ଲିଫ୍ଟି ଭିତରେ ହବିଷିଆଳି ହଟହଟା
ଲିଫ୍ଟି ଭିତରେ ହବିଷିଆଳି ହଟହଟା
ପୁରୀ: ଲିଫ୍ଟରେ ଫସି ହଟହଟା ହେଲେ ହବିଷିଆଳି। ପୁରୀ ବୃନ୍ଦବତୀ ନିବାସର ପଛପଟ ଲିଫ୍ଟରେ ତିନି ମହଲା ଉପରକୁ ଯାଉଥିବା ସମୟରେ ଲିଫ୍ଟ ଅଧାରେ ଅଟକି ଯାଇଥିଲା।
ଫଳରେ ସେଥିରେ ଥିବା ୩ ଜଣ ଜଣ ହବିଷିଆଳି ଫସି ରହି ଅଣନିଶ୍ୱାସୀ ହୋଇଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଛି। ଅତ୍ୟଧିକ ଭୟଭୀତ ହୋଇ ହବିଷିଆଳି ମାନେ ଅସୁସ୍ଥ ହୋଇପଡିଥିଲେ। ପରେ ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା।




admin 