ବିଦ୍ୟୁତ ବିତରଣ କଂପାନୀ ପକ୍ଷରୁ ଯକ୍ଷ୍ମା ରୋଗୀ ଙ୍କୁ ଅତିରିକ୍ତ ଖାଦ୍ୟ ଓ ପୋଷଣ ସହାୟତା ପ୍ରଦାନ
ବିଦ୍ୟୁତ ବିତରଣ କଂପାନୀ ପକ୍ଷରୁ ଯକ୍ଷ୍ମା ରୋଗୀ ଙ୍କୁ ଅତିରିକ୍ତ ଖାଦ୍ୟ ଓ ପୋଷଣ ସହାୟତା ପ୍ରଦାନ
ବରଗଡ଼: ପଶ୍ଚିମ ଓଡ଼ିଶା ବିଦ୍ୟୁତ ବିତରଣ କଂପାନୀ ପକ୍ଷରୁ ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ବରଗଡ଼ ଜିଲ୍ଲାର ଯକ୍ଷ୍ମା ରୋଗୀ ଙ୍କୁ ଅତିରିକ୍ତ ଖାଦ୍ୟ ଓ ପୋଷଣ ସହାୟତା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଯୋଗଦେଇ ରୋଗୀମାନଙ୍କୁ ଖାଦ୍ୟ କିଟସ ବଣ୍ଟନ କରିଥିଲେ। ଏଥିରେ ୧୨ ଟି ବ୍ଲକ ର୭୫୩ ଜଣଙ୍କୁ ବଣ୍ଟନ କରାଯାଇଥିଲା। କଂପାନୀ ଅଧିକାରୀ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।




admin 