ବନ୍ଦ ହେବ ୨ କୋଭିଡ ହସ୍ପିଟାଲ

ବନ୍ଦ ହେବ ୨ କୋଭିଡ ହସ୍ପିଟାଲ

ବନ୍ଦ ହେବ ୨ କୋଭିଡ ହସ୍ପିଟାଲ
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ୨ କୋଭିଡ ହସ୍ପିଟାଲ ବନ୍ଦ କରାଯିବ ବୋଲି ସୂଚନା ମିଳିଛି । ଶୀତଳାପଲ୍ଲୀ ଟାଟା ହସ୍ପିଟାଲ ଏବଂ ଗୋଳନ୍ଥରା ଅଶ୍ୱନୀ ହସ୍ପିଟାଲ ବନ୍ଦ ହେବ । ୨୦ ତାରିଖରୁ ଶୀତଳାପଲ୍ଲୀ ହସ୍ପିଟାଲକୁ ବନ୍ଦ କରାଯିବାକୁ ନିଷ୍ପତି ନିଆଯାଇଛି । ଅଶ୍ୱନୀ ହସ୍ପିଟାଲକୂ ଡିସେମ୍ବର ୩୧ ତାରିଖରେ ବନ୍ଦ କରାଯିବ । ଡିସେମ୍ବର ୨୧ରୁ ଅଶ୍ୱନୀ ହସ୍ପିଟାଲରେ ନୂଆ ଆଡମିସନ ନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।