ପିସାଚ ସାଜିଲା ବାପା, ନିଜ ଝିଅର ତଣ୍ଟି ଚିପି କଲା ହତ୍ୟା ।

ପିସାଚ ସାଜିଲା ବାପା, ନିଜ ଝିଅର ତଣ୍ଟି ଚିପି କଲା ହତ୍ୟା ।

ପିସାଚ ସାଜିଲା ବାପା, ନିଜ ଝିଅର ତଣ୍ଟି ଚିପି କଲା ହତ୍ୟା ।
ନିଜର ୮ ବର୍ଷର ଝିଅର ତଣ୍ଟି ଚିପି ବାପା ହତ୍ୟା କରିବା ଭଳି ଏକ ଅଭିଯୋଗ ଆସିଛି । ରାଙ୍କି ମୁଣ୍ଡାସାହି ନିକଟ ପଡ଼ିଆରୁ ଜଣେ ଶିଶୁ କନ୍ୟାର ମୃତଦେହକୁ ଉଦ୍ଧାର କରାଯାଇଛି । ତେବେ ତାକୁ ତା’ର ବାପା ହତ୍ୟା କରିଥିବା ନେଇ ଝିଅର ମାମୁଁ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଶିଶୁ କନ୍ୟାର ବାପାକୁ ପୁଲିସ ଟାଉନ ଥାନାରେ ଅଟକ ରଖିଛି ।