ନୌସେନାରେ ସାମିଲ ହେଲା ଆଇଏନଏସ ଖଣ୍ଡେରୀ

ନୌସେନାରେ ସାମିଲ ହେଲା ଆଇଏନଏସ ଖଣ୍ଡେରୀ

ନୌସେନାରେ ସାମିଲ ହେଲା ଆଇଏନଏସ ଖଣ୍ଡେରୀ
ମୁମ୍ବାଇ:ଭାରତୀୟ ନୌସେନାରେ ସାମିଲ ହୋଇଛି ଯୁଦ୍ଧ ବୁଡା ଜାହାଜ ଆଇଏନଏସ ଖଣ୍ଡେରୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଆଇଏନଏସ୍ ଖଣ୍ଡେରୀ ସାମିଲ ହେବା ପରେ ଭାରତୀୟ ନୌସେନାର ଏକ ମଜଭୁତ୍ ବଳ ମିଳିଛି । ନୌସେନାରେ ଆଇଏନଏସ୍ ଖଣ୍ଡେରୀ ସାମିଲ ହେବ ପରେ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି ଯେ, ‘ଆମ ନୌସେନା ଶକ୍ତି କେତେ ପାକିସ୍ତାନ ଜାଣୁ ।