ନୂଆ ଆଟର୍ଣ୍ଣି ଜେନେରାଲ ହେଲେ ଆର୍‌ ଭେଙ୍କଟରମଣି

ନୂଆ ଆଟର୍ଣ୍ଣି ଜେନେରାଲ ହେଲେ ଆର୍‌ ଭେଙ୍କଟରମଣି

ନୂଆ ଆଟର୍ଣ୍ଣି ଜେନେରାଲ ହେଲେ ଆର୍‌ ଭେଙ୍କଟରମଣି

ନୂଆଦିଲ୍ଲୀ,: ବରିଷ୍ଠ ଓକିଲ ଆର୍‌ ଭେଙ୍କଟରମଣିଙ୍କୁ ଭାରତର ନୂଆ ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତ କରାଯାଇଛି । ଆଟର୍ଣ୍ଣି ଜେନେରାଲ ଭାବେ ତାଙ୍କ କାର୍ୟ୍ୟକାଳ ୩ ବର୍ଷ ରହିବ । ସେ ବର୍ତ୍ତମାନର ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳଙ୍କ ସ୍ଥାନ ନେବେ।

ବେଣୁଗୋପାଳଙ୍କ କାର୍ୟ୍ୟକାଳ ଆସନ୍ତା ସେପ୍ଟେମ୍ବର ୩୦ରେ ଶେଷ ହେବାର ଅଛି । ଏହା ପୂର୍ବରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଆଟର୍ଣ୍ଣି ଜେନେରାଲ୍‌ ହେବା ଲାଗି କେନ୍ଦ୍ର ସରକାରଙ୍କ ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ ।