ନକଲି ପାନ କାରଖାନା ଠାବ

ନକଲି ପାନ କାରଖାନା ଠାବ

ନକଲି ପାନ କାରଖାନା ଠାବ
କଟକ: ଜଗତପୁରରେ ନକଲି ପାନ ମସଲା କାରଖାନା ଠାବ କରାଯାଇଛି । ନକଲି ମସଲା ଓ ଲକ୍ଷାଧିକ ଟଙ୍କାର ମେସିନ ଜବତ କରାଯାଇଛି । ଦିର୍ଘ୍ୟ ଦିନ ଧରି ନକଲି ପାନ ମସଲା ତିଆରୀ କରାଯାଉଥିଲା । ଜଗତପୁର ପୋଲିସ ୨ଜଣଙ୍କୁ ଅଟକ ରଖିଛି ।