ଦେଶ ବିକାଶରେ ଚାଷୀଙ୍କ ବଡ ଭୂମିକା : ମୋଦି

ଦେଶ ବିକାଶରେ ଚାଷୀଙ୍କ ବଡ ଭୂମିକା : ମୋଦି

ଦେଶ ବିକାଶରେ ଚାଷୀଙ୍କ ବଡ ଭୂମିକା : ମୋଦି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ବିକାଶ ପଛରେ ଚାଷୀଙ୍କ ଅବଦାନ ସର୍ବାଧିକ ରହିଛି । ଚୌରିଚୌରା ଶତବାର୍ଷିକରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ଏହି ବ୍ୟକ୍ତବ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରୀ କହିଛନ୍ତି ଯେ, ଚୌରିଚୌରା ଆନେ୍ଦାଳନରେ ମଧ୍ୟ ଚାଷୀଙ୍କ ବଡ ଭୂମିକା ଥିଲା । ଚାଷୀ ଆତ୍ମନିର୍ଭର କରିବାକୁ ୬ ବର୍ଷ ହେଲାଣୀ ପ୍ରୟାସ ଚାଲିଛି । ଫଳସ୍ୱରୂପ, ମହାମାରୀ ବେଳେ ବି କୃଷି ଉପôାଦନ ଅଧିକ ରହିଛି ।