ଦେଶରେ ୨୪ ଘଣ୍ଟାରେ ୨୧, ୨୫୭ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୨୧, ୨୫୭ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୨୧, ୨୫୭ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମର ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୨୧ହଜାର ୨୫୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୨୭୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏବେସୁଦ୍ଧା ଦେଶରେ କରୋନା ସକ୍ରିୟ ମାମଲା ରହିଛି ୨ଲକ୍ଷ ୪୦ହଜାର ୨୨୧ ଓ ସୁସ୍ଥ ହୋଇଛନ୍ତି ୩,୩୨,୨୫,୨୨୧ । ବର୍ତ୍ତମାନ ଦେଶରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨, ୫୦, ୧୨୭କୁ ବୃଦ୍ଧି ପାଇଛି ।