ଦିନରେ ରଙ୍ଗ ମିସ୍ତ୍ରୀ , ରାତିରେ ଚୋରି

ଦିନରେ ରଙ୍ଗ ମିସ୍ତ୍ରୀ , ରାତିରେ ଚୋରି

ଦିନରେ ରଙ୍ଗ ମିସ୍ତ୍ରୀ , ରାତିରେ ଚୋରି
ଭୁବନେଶ୍ୱର : ଭୁବନେଶ୍ୱର ଲକ୍ଷ୍ମୀସାଗର ପୋଲିସ ହାତରେ ଧରାପଡିଲା କୁଖ୍ୟାତ ଚୋର । ଏହି ଚୋରର କାହାଣୀ ଶୁଣିଲେ ଚକିତ ହୋଇଯିବେ । ଏହି ଚୋରଟି ଦିନରେ ରଙ୍ଗକାମ କରେ ଓ ରାତିରେ ଚୋରି କରେ । ରାତିରେ ଚୋରି କରୁଥିବା ଅଭିଯୋଗରେ ପୋଲିସ ଚୋରଟିକୁ ଗିରଫ କରିଛି । ଚୋରି ବେଳେ ଏକୁଟିଆ ପାଇ ମହିଳାଙ୍କୁ ଦୁଷ୍କମୟ ପରି ମାମଲାରେ ମଧ୍ୟ ଜଡିତ ରହିଛି ଚୋର । ଚୋରି ଟଙ୍କାରେ ଘର, କାର୍ , ବ୍ୟାଙ୍କ ବାଲାନ୍ସ କରିଛି କୁଖ୍ୟାତ ଚୋର । ରଙ୍ଗିଲା ରଙ୍ଗ ମିସ୍ତ୍ରୀ ସହ ତାର ସହଯୋଗୀ ମଧ୍ୟ ଗିରଫ ହୋଇଛି । ୯୦ ଗ୍ରାମ ସୁନା, ୨ଟି ବାଇକ୍ , ୧ଟି କାର୍, ୬ଟି ମୋବାଇଲ ଜବତ ହୋଇଛି ।