ତାଲିବାନଠାରୁ ଅଧିକ ବିପଜ୍ଜନକ ଆଇଏସଆଇଏସ

ତାଲିବାନଠାରୁ ଅଧିକ ବିପଜ୍ଜନକ ଆଇଏସଆଇଏସ

ତାଲିବାନଠାରୁ ଅଧିକ ବିପଜ୍ଜନକ ଆଇଏସଆଇଏସ

କାବୁଲ : ଆଫଗାନିସ୍ତାନର ରାଜଧାନୀକାବୁଲରହାମିଦ କାରଜାଲ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେଗୁରୁବାରହୋଇଥିବାବିସ୍ଫୋରଣ ପାଇଁ ଆତଙ୍କୀ ସଂଗଠନ ଇସଲାମିକଷ୍ଟେଟଖୁରାସାନ (ଆଇଏସଆଇଏସ-କେ) ନିଜକୁ ଦାୟୀକରିଛି ।ଏହିବିସ୍ଫୋରଣରେବିମାନ ବନ୍ଦରରେକାର୍ୟ୍ୟରତ ୧୩ ଜଣ ଆମେରିକୀୟ ସୈନ୍ୟଙ୍କ ସମେତ ୧୭୦ ଜଣଙ୍କର ପ୍ରାଣହାନୀଘଟିଛି ।ରିପୋର୍ଟ ଅନୁସାରେ ଆଫଗାନିସ୍ତାନ ଓ ପାକିସ୍ତାନରେସକି୍ରୟ ଥିବାଇସଲାମିକଷ୍ଟେଟରଏହି ଆଞ୍ଚଳିକ ଦଳ ଦୀର୍ଘ ଦିନ ଧରି ଆମେରିକାର ସୈନିକଙ୍କଉପରେ ଆକ୍ରମଣ ପାଇଁଯୋଜନାକରୁଥିଲା ।ଏହାକୁତାଲିବାନଠାରୁ ଅଧିକ ନୃଶଂସଭାବେବିବେଚନାକରାଯାଇଛି ।