ଡଙ୍ଗା ଭସାଇବାକୁ ଯାଇ ଛାତ୍ର ନିଖୋଜ

ଡଙ୍ଗା ଭସାଇବାକୁ ଯାଇ ଛାତ୍ର ନିଖୋଜ

ଡଙ୍ଗା ଭସାଇବାକୁ ଯାଇ ଛାତ୍ର ନିଖୋଜ

ଭୁବନ : ନବମ ଶ୍ରେଣୀ ଛାତ୍ର ନିଖୋଜ। ଡଙ୍ଗା ଭସାଇବାକୁ ଯାଇ ନିଖୋଜ ହୋଇଗଲେ ନବମ ଶ୍ରେଣୀ ଛାତ୍ର।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇଥିଲେ। ନଦୀରେ ଡଙ୍ଗା ଭସାଇବା ସମୟରେ ନିଖୋଜ ହୋଇଯାଇଛନ୍ତି ଛାତ୍ରୀ ଜଣକ।

ଘଟଣାସ୍ଥଳରେ ଭୁବନ ଅଗ୍ନିଶମ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ନିଖୋଜ ଛାତ୍ର ଭୁବନ ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ-୧ର ରୋସନ ନାୟକ ବୋଲି ଜଣାପଡିଛି ।