ଚାଷୀଙ୍କୁ ଦଳି ମାରିଦେଲା ହାତୀ

ଚାଷୀଙ୍କୁ ଦଳି ମାରିଦେଲା ହାତୀ

ଚାଷୀଙ୍କୁ ଦଳି ମାରିଦେଲା ହାତୀ
ବଲାଙ୍ଗିର: ଜଣେ ଚାଷୀଙ୍କୁ ଦଳି ମାରି ଦେଇଛି ହାତୀ । ଆକ୍ରମଣରେ ଚାଷୀଙ୍କ ଶୋଚନୀୟ ମୃତୁ୍ୟ ଘଟିଛି । ଆଗଲପୁର ବ୍ଲକ ଧଉଁରାଦାଦର ଗାଁର ଜଣେ ଚାଷୀ ବିଲ କାମ କରୁଥିବା ବେଳେ ହାତୀ ଦଳିଦେଲା । ବିଲକୁ ଧାନ ଫସଲ ଜଗିବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶୀକାର ହୋଇଛନ୍ତି ।