ଚଳିତ ବର୍ଷର ଗଙ୍ଗାଧର ମେହେର ସମ୍ମାନ ପାଇବେ ନରେନ୍ଦ୍ର ମିଶ୍ର

ଚଳିତ ବର୍ଷର ଗଙ୍ଗାଧର ମେହେର ସମ୍ମାନ ପାଇବେ ନରେନ୍ଦ୍ର ମିଶ୍ର

ଭୁବନେଶ୍ବର: ଚଳିତ ବର୍ଷର ସମ୍ମାନଜନକ ଗଙ୍ଗାଧର ମେହେର ସମ୍ମାନ ପାଇବେ ଗଙ୍ଗାଧର ପ୍ରେମୀ ଅବସରପ୍ରାପ୍ତ ଆଏଏସ୍ ଅଫିସର ନରେନ୍ଦ୍ର କୁମାର ମିଶ୍ର। ଚନ୍ଦ୍ରଶେଖରପୁର ସ୍ଥିତ ମିହିର ମେହେରଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଉକ୍ତ ବୈଠକରେ ଗଙ୍ଗାଧର ମେହେର ସ୍ମୃତି କମିଟିର ବୈଠକ ସ୍ମୃତି କମିଟିର କର୍ମକର୍ତ୍ତା ଚୟନ କରାଯାଇଥିବା ବେଳେ ସର୍ବସମ୍ମତି କ୍ରମେ ନିଷ୍ଫତି ନିଆଯାଇଥିଲା ଯେ, ଚଳିତ ବର୍ଷର ସମ୍ମାନଜନକ ଗଙ୍ଗାଧର ମେହେର ସମ୍ମାନ ଗଙ୍ଗାଧର ପ୍ରେମୀ ଅବସରପ୍ରାପ୍ତ ଆଏଏସ୍ ଅଫିସର ନରେନ୍ଦ୍ର କୁମାର ମିଶ୍ରଙ୍କୁ ପ୍ରଦାନ କରାଯିବ।