କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ହାତୀ ଦାନ୍ତ ଓ ବାଘ ଛାଲ ବେପାରୀ

କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ହାତୀ ଦାନ୍ତ ଓ ବାଘ ଛାଲ ବେପାରୀ

କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ହାତୀ ଦାନ୍ତ ଓ ବାଘ ଛାଲ ବେପାରୀ
ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ହାତୀ ଦାନ୍ତ ଓ ବାଘ ଛାଲ ବେପାରୀ । ୨ଟି ହାତୀ ଦାନ୍ତ ଓ ଗୋଟିଏ ବାଛ ଛାଲ ଜବତ ହୋଇଛି। ଏହି ଘଟଣାରେ ୩ଜଣ ବେପାରୀ ଗିରଫ ହୋଇଛନ୍ତି। ମିଳିଥିବା ସୂଚନାନୁସାରେ, ମୟୁରଭଞ୍ଜ କରଞ୍ଜିଆରୁ ୩ ଜଣ ବାଘ ଛାଲ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ବେପାରୀ ହେଲେ ଚନ୍ଦ୍ରକାନ୍ତ ଧଳ, ମଳୟ କୁମାର ରାଉତ ଏବଂ ଏସ୍. କେ. ହସରତ୍ । ସେମାନଙ୍କ ନିକଟରୁ ୨ଟି ହାତୀ ଦାନ୍ତ ଓ ଗୋଟିଏ ବାଘ ଛାଲ ଜବତ କରିଛି ଏସଟିଏଫ ଟିମ୍ ।