କେମିକାଲ କାରଖାନାରେ ବିସ୍ଫୋରଣ ଘଟି ୮ ମୃତ, ୭ ଗୁରୁତର

କେମିକାଲ କାରଖାନାରେ ବିସ୍ଫୋରଣ ଘଟି ୮ ମୃତ, ୭ ଗୁରୁତର

କେମିକାଲ କାରଖାନାରେ ବିସ୍ଫୋରଣ ଘଟି ୮ ମୃତ, ୭ ଗୁରୁତର
ମହାରାଷ୍ଟ୍ର: ମହାରାଷ୍ଟ୍ରର ଏକ କେମିକାଲ କାରଖାନାରେ ବିସ୍ଫୋରଣ ଘଟିଛି । ଏଥିରେ ୮ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ମହାରାଷ୍ଟ୍ରର ଧୂଲେସ୍ଥିତ ଏକ ବଡ଼ କେମିକାଲ କାରଖାନାରେ କୌଣସି କାରଣରୁ ବିସ୍ଫୋରଣ ଘଟିଛି । ଫଳରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।