କେନ୍ଦ୍ରାପଡାରେ ଏନକାଉଂଟର

କେନ୍ଦ୍ରାପଡାରେ ଏନକାଉଂଟର

କେନ୍ଦ୍ରାପଡାରେ ଏନକାଉଂଟର
କେନ୍ଦ୍ରାପଡା:ଗଣ୍ଡାଖିଆ ରାସ୍ତାରେ ସଦର ପୋଲିସ ଏନକାଉଂଟର କରିଛି । ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହତାବ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ତାକୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମେହତାବ ଓ ତାର ସହଯୋଗକୁ ଧରିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହୋଇଥିଲେ । ଘଟଣାସ୍ଥଳରୁ ମେହତାବର ସହଯୋଗୀ ଖସିଯାଇଛି । ମେହତାବ ନିକଟରୁ ଗୋଟିଏ ପିସ୍ତଲ ଓ ୨ଟି ମୋବାଇଲ ଜବତ ହୋଇଛି । ବାବୁଲି ମହାରଣା ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ମେହତାବ ।