କାର୍ତ୍ତିକ ବ୍ରତ
କାର୍ତ୍ତିକ ବ୍ରତ
ଭୁବନେଶ୍ୱର: ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବହୁ ଗୁରୁତ୍ୱ ରହିଛି । ଏହି ମାସକୁ ଭଗବାନ ବିଷ୍ଣୁଙ୍କର ସବୁଠୁ ପ୍ରିୟମାସ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଏ । ଏହି ମାସରେ ପ୍ରାତଃ ସ୍ନାନ, ଦାନ ସହ ତୁଳସୀ ଗଛର ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ । ଅନେକ ଶ୍ରଦ୍ଧାଳୁ କାର୍ତ୍ତିକ ମାସସାରା ବ୍ରତ ରଖିଥାନ୍ତି । ସେମାନେ ସାତ୍ତ୍ୱିକ ଭୋଜନ କରୁଥିବା ବେଳେ ଦେବାଳୟ ଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ବିଶେଷକରି ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର କାର୍ତ୍ତିକ ନୀତି ଅନୁଷ୍ଠିତ ହୋଇଥାଏ ।




admin 